ଦୁର୍ଦ୍ଦିନରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିଳ୍ପୀ ରାମଚନ୍ଦ୍ର:ବିକୁଛନ୍ତି ବେଲପତ୍ର, ଫୁଲ

ପୁରୁଣା ଭୁବନେଶ୍ୱର: ଦୁର୍ଦ୍ଦିନରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତାଳପତ୍ର ଶିଳ୍ପୀ। ତାଳପତ୍ର ଚିତ୍ରର ଚାହିଦା କମିବା ସହ ରୋଜଗାର ବାଟ ବନ୍ଦ ହୋଇଗଲା। ଅନ୍ୟ ଉପାୟ ନ ପାଇ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ବେଲପତ୍ର ଓ ଫୁଲ ବିକୁଥିବା ବେଳେ ଦଇବ ସହିଲାନି। ପ୍ରଶାସନ ଦୋକାନ ଭାଙ୍ଗିଦେଲା। ଏବେ ରାସ୍ତାକଡ଼ରେ ବେସାହାରା ଶିଳ୍ପୀ। ପୁରୀ ଜିଲ୍ଲା ନୟାହାଟ ନିକଟ ନରସିଂହପୁର ଗାଁର ରାମଚନ୍ଦ୍ର ସାହୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତାଳପତ୍ର ଲେଖକ। ତାଳପତ୍ର … Continue reading ଦୁର୍ଦ୍ଦିନରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିଳ୍ପୀ ରାମଚନ୍ଦ୍ର:ବିକୁଛନ୍ତି ବେଲପତ୍ର, ଫୁଲ